Author: NAZMEEN PARWEEN

ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଦ ଗ୍ରହଣ କରିବା ପରେ ଜନ୍ମ ଆଧାରରେ ପିଲାଙ୍କୁ ମିଳୁଥିବା ନାଗରିକତା ପ୍ରଦାନକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପଙ୍କ ଆଦେଶ ଲାଗୁ ହେବା ପାଇଁ ୩୦ ଦିନ ସମୟ ଦିଆଯାଇଛି । ଏହି ଆଦେଶ ଲାଗୁ ହେବା ପରେ ଆମେରିକାରେ ଅବୈଧ ପ୍ରବାସୀ କିମ୍ବା ଭିସାରେ ରହୁଥିବା ଲୋକଙ୍କ ପିଲାକୁ ଆମେରିକାର ନାଗରିକତା ମିଳିବ ନାହିଁ । ଆଉ ଏହି ଘୋଷଣା ଲାଗୁ ହେବା ପୂର୍ବରୁ ଆମେରିକାରେ ସମୟ ପୂର୍ବରୁ ଡେଲିଭରୀ କରାଇବା ପାଇଁ ହସପିଟାଲରେ ଲାଇନ ଲାଗିଛି । ଟ୍ରମ୍ପଙ୍କ ଆଦେଶ ଲାଗୁ ହେବା ପାଇଁ ୩୦ ଦିନ ସମୟ ଦିଆଯାଇଛି । ଫେବ୍ରୁଆରୀ ୧୯ରେ ଏହି ସମୟ ସୀମା ଶେଷ ହେଉଛି । ତେଣୁ ଏହା ପୂର୍ବରୁ ଆମେରିକାରେ ରହୁଥିବା ପ୍ରବାସୀ ତଥା ଶରଣାର୍ଥୀ ମହିଳାମାନେ ପ୍ରସବ କରିଦେବା ଲାଗି ଚାହୁଁଛନ୍ତି । ଆମେରିକାରେ ଫେବ୍ରୁଆରୀ ୨୦…

Read More