Author: NAZMEEN PARWEEN

ଦୀର୍ଘ ୧୪୪ ବର୍ଷ ପରେ  ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ ମେଳା ।  ବିଶ୍ବର କୋଣଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁଙ୍କ ବୁଡ଼ରେ ମୁଖରିତ ହେଉଛି ପବିତ୍ର ଧାମ ।  ଏହି ଭବ୍ୟ ମେଳାରେ ଲକ୍ଷାଧିକ ସଂଖ୍ୟାରେ ସାଧୁ ,ମହାତ୍ମା , ବାବା , ସାଧ୍ବୀଙ୍କ  ଭିଡ ଜମିଛି । ଅନେକ ବିଚିତ୍ର ବାବାଙ୍କୁ ଏହି ମେଳାରେ ଦେଖିବାକୁ ମିଳୁଛି । ଇସ୍ରୋ ପକ୍ଷରୁ ୨ ପ୍ରକାର ସାଟେଲାଇଟ୍ ଚିତ୍ର ଜାରି କରାଯାଇଛି । ପ୍ରୟାଗ ରାଜର ସଙ୍ଗମ ତଟ ପୂର୍ବରୁ ଅର୍ଥାତ୍ ମହାକୁମ୍ଭ ନହେବା ପୂର୍ବରୁ କେମିତି ଦେଖାଯାଉଥିଲା ଏବଂ ମହାକୁମ୍ଭ ପରେ କେମିତି ଦେଖାଯାଉଛି ଏହାର ୨ ଟି ଫଟୋ ଜାରି କରିଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ।  ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)  ର ରାଡାର ଇମେଜିଙ୍ଗ ଉପଗ୍ରହ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଚାଲିଥିବା ମହାକୁମ୍ଭର ଚିତ୍ର ପଠାଇଛି । ଜାନୁଆରୀ ୧୩ ରୁ ଫେବୃଆରୀ…

Read More