Author: NAZMEEN PARWEEN

Dulari devi : ମଧୁବନୀ କଳାରେ ସଜାଯାଇଥିବା ଏକ ସ୍ୱତନ୍ତ୍ର କ୍ରିମ୍ ରଙ୍ଗର ଶାଢ଼ି ପିନ୍ଧିଥିଲେ ନିର୍ମଳା। ଅର୍ଥମନ୍ତ୍ରୀଙ୍କ ଏହି ଶାଢ଼ି ଆହୁରି ସ୍ୱତନ୍ତ୍ର କାରଣ ଏହା କେବଳ ଭାରତର କଳାକୁ ଉପସ୍ଥାପନ କରେ ନାହିଁ, ବରଂ ଏହାକୁ ବିହାରର ପ୍ରସିଦ୍ଧ ମଧୁବନୀ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ଦୁଲାରୀ ଦେବୀ ମଧ୍ୟ ଡିଜାଇନ୍ କରିଛନ୍ତି। ୨୦୨୫-୨୬ ବଜେଟ୍‍କୁ ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ବାର୍ଷିକ ଆୟ ଉପରେ ଆୟକର ରିହାତି ଦେଇ ନିର୍ମଳା ମଧ୍ୟବିତ୍ତଙ୍କୁ ଖୁସି କରିବାକୁ ଚାହିଁଛନ୍ତି । ମଧ୍ୟବିତ୍ତଙ୍କୁ ନିର୍ମଳାଙ୍କ ବଜେଟ୍ କେତେ ଖୁସି କରିଛି ତାହା ଆଉ କେଇଦିନ ମଧ୍ୟରେ ଜଣା ପଡ଼ିଯିବ କିନ୍ତୁ ବଜେଟ୍‍ ବେଳେ ନିର୍ମଳାଙ୍କ ଶାଢୀ ଜଣେ ବ୍ୟକ୍ତିଙ୍କୁ ଖୁସୀ କରିଛି । ସିଏ ହେଉଛନ୍ତି ଦୁଲାରୀ ଦେବୀ । ଯାହାଙ୍କ ହାତବୁଣା ମଧୁବନୀ କଳା ଶାଢୀ ପିନ୍ଧି ନିର୍ମଳା ବଜେଟ୍ ଉପସ୍ଥାପନ କରିଥିଲେ । ମଧୁବନୀ…

Read More