Author: NAZMEEN PARWEEN
Ostracism of tribal family :ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୋରାକଣ୍ଠିଆ ଗ୍ରାମରେ କିଛି ଗ୍ରାମବାସୀ ଆଦିବାସୀ ପରିବାରକୁ ସାମାଜିକ ବହିଷ୍କାର କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର) ଦାଖଲ କରିବାକୁ ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସାମାଜିକ ବହିଷ୍କାର ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ଜଷ୍ଟିସ୍ ଏସ୍ କେ ପାଣିଗ୍ରାହୀ ଗୁରୁବାର ମୟୂରଭଞ୍ଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୋରାକଣ୍ଠିଆ ଗ୍ରାମରେ କିଛି ଗ୍ରାମବାସୀ ଆଦିବାସୀ ପରିବାରକୁ ସାମାଜିକ ବହିଷ୍କାର କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର) ଦାଖଲ କରିବାକୁ ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗାଁରେ କଙ୍ଗାରୁ କୋର୍ଟ ଚାଲାଣ ହୋଇଥିବା ବେଳେ ଗତବର୍ଷ ଯାଦୁ ଅଭ୍ୟାସ କରିଥିବା ଅଭିଯୋଗରେ ସୁନ୍ଦର ମୋହନ ମାଝୀଙ୍କ ପରିବାରକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଜରିମାନା ପୈଠ ନ କରିବାରୁ…
