Author: NAZMEEN PARWEEN

ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭେଣ୍ଟିଲେଟରରେ ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି । ଏହି ଖବର ଶୁଣି ଅନେକ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଛି । ଫିଲ୍ମ ସୁଟିଂ ପାଇଁ ଯଇଥିବା ବେଳେ ଗୁରୁତର । ‘ବୋଉ ବୁଟୁ ଭୂତ’ ସିନେମା ସୁଟିଂ ଚାଲିଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ଉତ୍ତମ । ଅନ୍ୟପଟେ ପୁଅ ବାବୁ ସାନଙ୍କ କହିଛନ୍ତି ଯେ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି । ଏୟାର ଆମ୍ବୁଲାନ୍ସରେ ବାହାରକୁ ଯାଇପାଇନ୍ତି ବୋଲି ସୂଚନା ଦେଇଛନ୍ତି । ସୂଚନା ଥାଉକି, ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।  ୧୯୭୭ ମସିହାରେ ସେ ଅଭିମାନ ସିନେମାରେ ଅଭିନୟ କରିବା ପରେ ୩ ବର୍ଷ…

Read More