Author: NAZMEEN PARWEEN

ମେ ୪ରେ NEET ୟୁଜି ପରୀକ୍ଷା । ଆସନ୍ତା ମେ’ ୪ରେ ହେବ NEET ୟୁଜି ପରୀକ୍ଷା । ଏଥିରେ ଓଡ଼ିଆ ସମେତ ୧୩ଟି ଭାରତୀୟ ଭାଷାରେ ହେବ ପରୀକ୍ଷା । ଏଥିପାଇଁ ଆଜିଠୁ ୭ ମାର୍ଚ୍ଚ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୧ ମେ’ରେ NTA ୱେବସାଇଟରୁ ମିଳିବ ଆଡମିଟ କାର୍ଡ । ଗୋଟିଏ ସିଟିଂରେ ଅପରାହ୍ନ ୨ରୁ ୫ଟା ହେବ ପରୀକ୍ଷା । ପ୍ରାର୍ଥୀମାନେ neet.nta.nic.in ୱେବସାଇଟକୁ ଯାଇ ନିଟ୍ ୟୁଜି ୨୦୨୫ ପାଇଁ ଆବେଦନ କରିପାରିବେ । ଏନଟିଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନିଟ୍ ୨୦୨୫ ପାଇଁ ଏପିଏଆର ଆଇଡି ବାଧ୍ୟତାମୂଳକ ନୁହେଁ । ଭାରତରେ ଡାକ୍ତରୀ ଓ ଆନୁଷଙ୍ଗିକ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ୟୁଜି ହେଉଛି ଏକମାତ୍ର ପ୍ରଶ୍ନପତ୍ର। ମେ’ ୪ ତାରିଖରେ ପେନ୍ ଓ କାଗଜ ମୋଡରେ ଏହି ପେପର ଅନୁଷ୍ଠିତ ହେବ। ୨୦୨୫ ଜୁନ୍ ୧୪ ସୁଦ୍ଧା…

Read More