Author: NAZMEEN PARWEEN

ନୂଆ ମଡେଲ୍ ଭାରତୀୟ ବଜାରରେ KTM 250 Adventureର  ଲଞ୍ଚ ହୋଇଛି । ଏହି KTM ବାଇକର ନୂଆ ଫିଚର୍ସ ଆଡ୍ କରିବା ସହିତ, ଏହି ମୋଟରସାଇକଲର ମୂଲ୍ୟ ମଧ୍ୟ ବଢ଼ାଯାଇଛି ।250 Adventure ର ନୂଆ ମଡେଲର ପ୍ରାଇସ୍ ୧୨ ହଜାର ଟଙ୍କା ବଢ଼ିଛି । ବାଇକର ପ୍ରାଇସ୍ ବଢ଼ିବାର କାରଣ ହେଉଛି କେବଳ ଫିଚର୍ସ ଅପଡେଟ୍ ପାଇଁ ନୁହେଁ ବରଂ କମ୍ପାନୀ ଏହି ମୋଟରସାଇକେଲର ଇଞ୍ଜିନରେ ମଧ୍ୟ ପରିବର୍ତ୍ତନ କରିଛି । KTM 250 Adventure ର ନୂଆ ମଡେଲରେ 250 Duke ରେ ଲାଟେଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହି ସିଙ୍ଗଲ-ସିଲିଣ୍ଡର, ଲିକ୍ବିଡ୍-କୁଲ୍ହ, ୨୫୦ cc ଇଞ୍ଜିନ୍ ରହିଛି । ବାଇକରେ ଥିବା ଏହି ନୂଆ ଇଞ୍ଜିନ୍ ୩୧ hp ର ପାୱାର ମିଳିଥାଏ ଏବଂ ୨୫ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହାର ବଡ଼ ବାଇକ୍ ୩୯୦ ଆଡଭେଞ୍ଚର ପରି…

Read More