Author: NAZMEEN PARWEEN

ଜାପାନୀ ସୁପରବାଇକ୍ ମେକର Kawasaki ଫେବୃଆରୀ ୨୦୨୫ ରେ ଭାରତୀୟ ଗ୍ରାହକମାନଙ୍କ ପାଇଁ ଡିସକାଉଣ୍ଟ ଅଫର ଆଣିଛି । Kawasaki Z900, Ninja 650, Ninja 300 ଏବଂ Ninja 500 ମୋଟରସାଇକେଲ ଉପରେ ବମ୍ପର ଡିସକାଉଣ୍ଟ ଦେଉଛି । Kawasaki ଇଣ୍ଡିଆ ଦ୍ବାରା ଦିଆଯାଉଥିବା ଏହି ଡିସକାଉଣ୍ଟ ଫେବୃଆରୀ ୨୮ ପର୍ଯ୍ୟନ୍ତ ରହିବ । ଏହି ମୋଟରସାଇକଲ ଗୁଡିକ ଉପରେ Kawasaki ୧୫,୦୦୦ ରୁ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପ୍ରଦାନ କରୁଛି । ତେବେ ଆସନ୍ତୁ ଜାଣିବା କେଉଁ ବାଇକ୍ ଉପରେ କେତେ ଡିସକାଉଣ୍ଟ ରହିବ । Kawasaki Ninja 300  • ପ୍ରାଇସ୍ : ୩.୪୩ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) • ଡିସକାଉଣ୍ଟ : ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ • ଇଞ୍ଜିନ୍ : ଏଥିରେ ୨୯୬ cc, ପାରାଲାଲ୍-ଟ୍ବିନ୍, ଲିକ୍ବିଡ-କୋଲ୍ଡ ଇୟ୍ଜିନର ବ୍ୟବହାର କରାଯାଇଛି । • ପାୱାର ଏବଂ ଟର୍କ : ଏହାର…

Read More