Author: NAZMEEN PARWEEN

ରାଜନୀତିରେ ସବୁକିଛି ସମ୍ଭବ । ରାଜନୀତିରେ ଆମ୍ ଆଦାମୀ ହିଁ ଅସଲ ତାକତ । ତାରଖୁଣ୍ଟିରେ ଚଢ଼ି ଯେଉଁମାନେ ୧୦ ବର୍ଷ ତଳେ ରାଜନୀତି ଆରମ୍ଭ କରିଥିଲେ,ତାର ଖୁଣ୍ଟିର ରାଜନୀତି ପାଇଁ ଆମ୍ ଆଦମୀ ଯେଉଁମାନଙ୍କୁ ଦିଲ୍ଲୀ ଗାଦି ସମର୍ପଣ କରିଥିଲା,ସେହି ଆମ୍ ଆଦମୀ ଏଥର ନେତାଙ୍କୁ ତାରଖୁଣ୍ଟିରୁ ଓହ୍ଲାଇ ସଡ଼କରେ କଚାଡ଼ି ଦେଇଛନ୍ତି । କଟ୍ଟର ଇମାନଦାରର ଟାଗ୍ ଏଥର ଆମ୍ ଆଦମୀଙ୍କ ମସିହାଙ୍କୁ ଜନ ଆକ୍ରୋଶରୁ ବଂଚାଇ ପାରିନାହିଁ । ସିଧା କହିଲେ ଆମ୍ ଆଦାମୀଙ୍କ ଭୋଟ ମାଡ଼ରେ ଦିଲ୍ଲୀରୁ ଆପ୍ ‘ସାଫ୍’ ହୋଇ ଯାଇଛି । ଆପର ଏହି ଦୁର୍ଗତି ପଛରେ ଏହାର ନେତାଙ୍କ ଯେତିକି ଯୋଗଦାନ ଅଛି ତା’ଠାରୁ ଅଧିକ ଯୋଗଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପ୍ ଉପରେ ଫ୍ରଣ୍ଟାଲ ଆକ୍ରମଣର ରହିଛି । ‘ଆପ୍-ଦା’ର ଲୋକମାନେ…ତୁମ ଚିକିତ୍ସା, ତୁମ ହସ୍ପିଟାଲ, ଏପରିକି ତୁମର ଔଷଧରେ ମଧ୍ୟ ଠକେଇ କରୁଛନ୍ତି’ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ…

Read More