Author: NAZMEEN PARWEEN

Good Governance won:ବିଧାନସଭା ନିର୍ବାଚନରେ ବିଜେପିକୁ ପ୍ରବଳ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଭୋଟରମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, ବିକାଶ ଏବଂ ସୁଶାସନର ବିଜୟ ହୋଇଛି। ୨୭ ବର୍ଷ ପରେ ଦିଲ୍ଲୀ ନିର୍ବାଚନ ଜିତିଲା ବିଜେପି, ଦଳୀୟ କର୍ମୀଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ବିଜେପି ୪୭ ଟି ଆସନରେ ବିଜୟୀ କିମ୍ବା ଆଗୁଆ, ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ୨୩ ଟି ଆସନରେ ବିଜୟୀ କିମ୍ବା ଆଗୁଆ। ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଦିଲ୍ଲୀ ନିର୍ବାଚନରେ ବିଜେପିର ନିର୍ଣ୍ଣାୟକ ବିଜୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ସହ ଏହାକୁ ଶାସନ ଓ ବିକାଶର ବିଜୟ ବୋଲି କହିଛନ୍ତି। ୨୭ ବର୍ଷ ପରେ ସହରରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଅପରାହ୍ନ ୨ଟା ୪୫ ସୁଦ୍ଧା ବିଜେପି ୧୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟ ୩୪ଟିଆସନରେ ଆଗୁଆ ଥିବା…

Read More