Author: NAZMEEN PARWEEN

ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଆପ୍ ଦିଲ୍ଲୀ ଭୋଟରେ ଜବରଦସ୍ତ ଝଟକା ପାଇଛନ୍ତି । ୩୨ ବର୍ଷ ବିଜେପି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଦିଲ୍ଲୀରେ ସରକାର ଗଠନ କରିବା ପାଇଁ ବିଜେପି ବହୁମତଠାରୁ ଅଧିକ ଆସନ ପାଇଛି । ବିଜେପିର ସୁନାମୀରେ ଅରବିନ୍ଦ କେଜ୍ରିୱାଲ,ମନୀଷ ସିସୋଦିଆ,ସତ୍ୟନ୍ଦ୍ର ଜୈନ ଓ ସୋମନାଥ ଭାରତୀଙ୍କ ଭଳି ବଡ଼ମୁହଁ ମାଟି କାମୁଛନ୍ତି । ଗତ ଦୁଇ ବିଧାନସଭା ନିର୍ବାଚନରେ ଦୁଇ ଅଙ୍କ ଛୁଇଁ ପାରିନଥିବା ବିଜେପି କେମିତି ଏତେବଡ଼ ଚମତ୍କାର କରିପାରିଲା ? ବିଜେପିର ରଣନୀତିରେ କ’ଣ ଏମିତି ଥିଲା ଯେ, ଭୋଟର ଆପକୁ ପ୍ରତ୍ୟାଖାନ କରି ବିଜେପିର ହାତ ଧରିଲେ ? ଆସନ୍ତୁ ଜାଣିବା ବିଜେପି ଦିଲ୍ଲୀ ବିଜୟର ୫ କାରଣ କ’ଣ ଥିଲା । ବିଜେପିର ପୁନଃଉତ୍ଥାନ ପଛରେ କ’ଣ ? ୨୦୧୫ରେ ଆମ ଆଦମୀ ପାର୍ଟି ୬୭ଟି ଆସନ ଜିତିଥିଲା ଏବଂ ବିଜେପି ତିନୋଟି ଆସନ ପାଇଥିଲା। ସେହିଭଳି ୨୦୨୦ରେ…

Read More