Author: NAZMEEN PARWEEN

Barabati Match:୭୬ ବଲରୁ ଶତକ ହାସଲ କରିଥିଲେ ରୋହିତ । ଇନିଂସରେ ଥିଲା ୭ ଛକା ଓ ୧୨ ଚୌକା । ଯାହାକି ଭାରତର ସ୍ଥିତିକୁ ମଜବୁତ କରିଥିଲା ।ରୋହିତଙ୍କ ଷ୍ଟ୍ରାଇକ ରେଟ ଥିଲା ୧୩୨। ୨୦୨୩ ଅକ୍କ୍ଟୋବର ୧୧ରେ ଦିନିକିଆରେ ଶେଷ ଶତକ ହାସଲ କରିଥିଲେ। ୱାନଡେରେ ଏହା ତାଙ୍କ ୩୨ତମ ଶତକ । ସେହିପରି ଗିଲ 52 ବଲ ରେ 61 ରନ କରିଥିବା ବେଳେ ବିରାଟ କୋହଲି ମାତ୍ର ୮ ବଲରେ ୫ କରି ପାଭିଲୋନକୁ ଫେରି ଯାଇଥିଲେ । ରୋହିତ ଓ ଗିଲଙ୍କ ମଧ୍ୟରେ ଓପନିଂରେ ୧୬୩ ରନର ପାର୍ଟନରସିପ ହୋଇଥିଲା । ବାରବାଟୀ ଷ୍ଟାଡିୟମରେ ୪୫ ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନ୍ (ଜୋ ରୁଟ୍ ୬୯, ବେନ୍ ଡକେଟ୍ ୬୫, ଲିଆମ୍ ଲିଭିଙ୍ଗଷ୍ଟୋନ୍ ୪୧; ରବୀନ୍ଦ୍ର ଜାଡେଜା ୩/୩୫)। ଭାରତ ୪୪.୩ ଓଭରରେ ୩୦୮/୬ (ରୋହିତ ଶର୍ମା…

Read More