Author: NAZMEEN PARWEEN

ଯଦିଓ ମାରୁତି ୬ଟି ଏୟାରବ୍ୟାଗ୍କୁ ଅଧିକ କାର୍ ରେ ଷ୍ଟାଣ୍ଡାର୍ଡ ଫିଟମେଣ୍ଟ କରିବା ପାଇଁ କାମ କରୁଛି, କିନ୍ତୁ ଅତିରିକ୍ତ ଏୟାରବ୍ୟାଗ୍ ଯୋଡ଼ିବା ଦ୍ୱାରା ମୂଲ୍ୟ ବୃଦ୍ଧି ହେବ।ମାରୁତି ସୁଜୁକି ଇଣ୍ଡିଆ ର କାର୍ ରେ ନିରାପତ୍ତା ବୈଶିଷ୍ଟ୍ୟର ଅଭାବ କୁ ନେଇ କ୍ରେତାମାନେ ବାରମ୍ବାର ସମାଲୋଚନା କରିଆସୁଛନ୍ତି। ତେବେ କଂପାନିର କାର୍ ସବୁବେଳେ ଦେଶର ସମସ୍ତ ଯାନ ନିରାପତ୍ତା ନିୟମକୁ ପାଳନ କରିଆସୁଛି। ନିରାପତ୍ତା ମାନ ବୃଦ୍ଧି ପାଇଁ ବ୍ରେଜା ନିର୍ମାତା ଏହାର ୫ଟି ଏମ୍ ର ସମସ୍ତ ଭାରିଏଣ୍ଟରେ ୬ଟି ଏୟାରବ୍ୟାଗ୍ ପ୍ରଦାନ କରିବା ଆରମ୍ଭ କରିଛି। ମାରୁତି ଏରିନା ଏବଂ ନେକ୍ସା ଡିଲରସିପ୍ ମାଧ୍ୟମରେ କାର୍ ବିକ୍ରି କରିଥାଏ। ନେକ୍ସା ଆଉଟଲେଟରେ ଇଗ୍ନିସ, ବଲେନୋ, ସିଆଜ, ଫ୍ରଙ୍କସ, ଗ୍ରାଣ୍ଡ ଭିଟାରା, ଜିମ୍ନି, ଏକ୍ସଏଲ୬ ଏବଂ ଇନଭିକ୍ଟୋ ଭଳି ମଡେଲ ଉପଲବ୍ଧ ହେଉଛି । ଏରିନା ଆଉଟଲେଟ୍ ମାଧ୍ୟମରେ ବିକ୍ରି ହେଉଥିବା ମଡେଲ୍ ଗୁଡ଼ିକ ମଧ୍ୟରେ ଅଲ୍ଟୋ କେ୧୦,…

Read More