Author: Purva Paksha

ଇସଲାମ ଧର୍ମରେ ରମଜାନ ମାସକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଏହି ମାସରେ ସୈତାନକୁ ମଧ୍ୟ ବନ୍ଦୀ କରାଯାଏ। ଅନ୍ୟପକ୍ଷରେ, ବାଂଲାଦେଶରେ ଏହି ମାସ ଶେଷରେ ଆରମ୍ଭ ହେଉଥିବା ରମଜାନ ପୂର୍ବରୁ ସୈତାନଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରାଯାଇଛି। ବାଂଲାଦେଶ ସରକାର ଯେଉଁମାନଙ୍କୁ  ସୈତାନ ବୋଲି ଧରିନେଇଛନ୍ତି ସେମାନେ ଆକାଶରୁ ଖସି ନାହାନ୍ତି। ସେମାନେ ହେଉଛନ୍ତି ସେହି ବାଂଲାଦେଶୀ ନାଗରିକ ଯେଉଁମାନେ ନିଜ ସରକାର ବିରୋଧରେ କିଛି ବୟାନବାଜୀ କରୁଛନ୍ତି । ସରକାର ବିରୋଧରେ ଉଠୁଥିବା ସ୍ୱରକୁ ଦମନ କରିବା ପାଇଁ ୟୁନୁସ ସରକାର ‘ଅପରେସନ୍ ଡେଭିଲ୍ ହଣ୍ଟ’ ଆରମ୍ଭ କରିଛନ୍ତି। ବାଂଲାଦେଶ ସରକାର ଗଣତନ୍ତ୍ର କଥା କହୁଛି। କିନ୍ତୁ ବିରୋଧୀ ସ୍ୱରକୁ ନେଇ ଅସହିଷ୍ଣୁ ଅଛି। ତାହାର ଉଦାହରଣ ହେଉଛି ଦୁଇଜଣ ଲୋକପ୍ରୀୟ ଅଭିନେତ୍ରୀଙ୍କ ଗିରଫଦାରୀ। ମେହର ଅଫ୍ରୋଜ୍ ସାନ ଓ ସୋହନା ସବାଙ୍କ ଫେସବୁକ ପୋଷ୍ଟ ସରକାରଙ୍କୁ ପସନ୍ଦ ଆସିନଥିଲା। ତେଣୁ ସେମାନଙ୍କୁ ଦେଶ…

Read More