Author: Purva Paksha

Should Convicted MPs, MLAs Be Banned For Life? ଦୋଷୀ ସାବ୍ୟସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କ ଉପରେ ୬ ବର୍ଷ ପାଇଁ ପ୍ରତିବନ୍ଧକ ରହିଛି, ଯାହା କି ସେହି ଦିନଠାରୁ ଲାଗୁ ହୋଇଥାଏ। କିନ୍ତୁ ଆଜୀବନ ନିଷେଧାଦେଶ ଲାଗୁ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଦୋଷୀ ସାବ୍ୟସ୍ତ ସାଂସଦ ଓ ବିଧାୟକଙ୍କ ଭବିଷ୍ୟତକୁ ନେଇ ବିତର୍କ ଓ ଆଲୋଚନା ଚାଲିଛି। ପ୍ରଚଳିତ ଆଇନ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କ ଉପରେ ୬ ବର୍ଷ ପାଇଁ ପ୍ରତିବନ୍ଧକ ରହିଛି, ଯାହା କି ସେହି ଦିନଠାରୁ ଲାଗୁ ହୋଇଥାଏ। କିନ୍ତୁ ଆଜୀବନ ନିଷେଧାଦେଶ ଲାଗୁ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଦୋଷୀ ସାବ୍ୟସ୍ତ ସାଂସଦ ଓ ବିଧାୟକଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରାଯିବ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ମନମୋହନଙ୍କୁ…

Read More