Author: Purva Paksha

CM Mohan Charan Majhi: ସତକଥା ହେଲା ଇଂରାଜୀ ଝାଡ଼ିଲେ ଓଜନ ବଢ଼େ, ଏଇ କଥାକୁ ଏହି ମୁଢ଼ ଓଡ଼ିଆମାନେ ଧରି ନେଇଛନ୍ତି। ଏହା ମଧ୍ୟ ହୋଇଥାଇପାରେ ଯେ, ଆମେ ସାମୁହିକଭାବେ ଷ୍ଟକହୋମ୍ ସିଣ୍ଡ୍ରୋମର ଶିକାର ହୋଇଛେ। ଓଡ଼ିଆମାନେ ଧରି ନେଇଛନ୍ତି ଇଂରାଜୀ ଝାଡ଼ିଲେ ଓଜନ ବଢ଼େ ଓଡ଼ିଆମାନେ ଷ୍ଟକହୋମ୍ ସିଣ୍ଡ୍ରୋମର ଶିକାର ଓଡ଼ିଆମାନେ ଗମ୍ଭୀରା ଘର ଶାସନରେ ଅଭ୍ୟସ୍ତ ଏରିକ୍ ଭନ୍ ଡାନିକେନଙ୍କ ଗୋଟିଏ ବହି ୭୦ ଦଶକରେ ବେଷ୍ଟ୍ ସେଲରର ମାନ୍ୟତା ପାଇଥିଲା। ପୁସ୍ତକର ନାମ ଥିଲା ‘ଗଡ୍ ଫ୍ରମ୍ ଆଉଟର ସ୍ପେଶ୍’, ଯାହାର ଓଡ଼ିଆ ମର୍ମାନୁବାଦ ହୋଇପାରେ ‘ମହାକାଶରୁ ଭଗବାନ’। ଏଥିରେ ଏରିକ୍ ଏହା ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ ଯେ, ଆମେ ଯେଉଁ ଶକ୍ତିକୁ ‘ଭଗବାନ’ ବୋଲି ମାନୁ ବା ଯାହାଠାରେ ଆମେ ଦିବ୍ୟତ୍ୱ ରୋପଣ କରୁ ତାଙ୍କୁ ପ୍ରକୃତରେ ଆମ ଦେଖିନଥାଉ। ଆଉ ସେହି ଅଦେଖା ଇଶ୍ୱର ଆଉ କେହି ନୁହଁନ୍ତି ଅଲଗା ଗ୍ରହରୁ…

Read More