Author: Purva Paksha

Assembly politics: ବିରୋଧୀ ଦଳର ସଦସ୍ୟମାନେ ବି ସେମାନଙ୍କ ସ୍ଥିତିକୁ ଭୁଲି ଯାଉଛନ୍ତି। ବିଭିନ୍ନ ବିଭାଗରେ ଥିବା ତ୍ରୁଟି ବିଚ୍ୟୁତିକୁ ସାମ୍ନାକୁ ଆଣିବାଦ୍ଵାରା ସେମାନେ ନବୀନ ସରକାରଙ୍କ କାର୍ଯ୍ୟକଳାପକୁ ହିଁ ପଦାରେ ପକାଉ ନାହାନ୍ତି କି? ଓଡ଼ିଶାରେ ଏବେ ଏକ ପ୍ରକାର ଅଦ୍ଭୁତ ରାଜନୀତି ଚାଲିଛି। ବିରୋଧୀ ଦଳ ସୁଧୁରୁ ନାହିଁ କି ଶାସକ ଦଳ କିଛି ଶିଖୁ ନାହିଁ। ଚଳିତ ବଜେଟ୍‍ ଅଧିବେଶନ ସମୟରେ ବିଧାନସଭାରେ ଦେଖାଯାଇଥିବା ହଙ୍ଗାମା ପରିପ୍ରେକ୍ଷୀରେ ଏସବୁ କଥା ମନକୁ ଆସିଛି। ବିଜୁ ଜନତା ଦଳ ସଦସ୍ୟଙ୍କ ଦ୍ୱାରା ଓଡ଼ିଶା ବିଧାନସଭା ଅଚଳ ହେବା ନେଇ ଚିନ୍ତା ପ୍ରକାଶ କରି ଭାରତୀୟ ଜନତା ପାର୍ଟି ବିଧାୟକ ଜୟନାରାୟଣ ମିଶ୍ର ଶନିବାର ଦିନ ଗୃହର କାର୍ଯ୍ୟଧାରା ଉପରେ ପୂର୍ବତନ ବ୍ୟୁରୋକ୍ରାଟD ଭିକେ ପାଣ୍ଡିଆନଙ୍କ ପ୍ରଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ହେଭିୱେଟ ଜୟନାରାୟଣଙ୍କ କହିବା କଥା ଥିଲା ଯେ ତାଙ୍କର ଏହି ମତ ବିଧାନସଭା ଲବିରେ ଅନେକ…

Read More