Author: Purva Paksha

୧.    ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବିଧାନସଭାରେ ଦ୍ୱିତୀୟଥର ପାଇଁ ବଜେଟ୍‍ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ୍‍। ଏଥିରେ ମୋହନ ସରକାରଙ୍କ ଲକ୍ଷ୍ୟ, ଯୋଜନା ଏବଂ ଭବିଷ୍ୟତ ସ୍ଥିର ହେବ। ୨.    ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ରାଜ୍ୟର ସମୁଦାୟ ବଜେଟ୍‍ ପରିମାଣ ରହିଛି ୨ଲକ୍ଷ ୯୦ ହଜାର କୋଟି। ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ବଜେଟ୍‍ ପରିମାଣ ୨ଲକ୍ଷ ୬୫ ହଜାର କୋଟି ଟଙ୍କା ଥିଲା। ଅର୍ଥାତ୍‍ ସମୁଦାୟ ୨୫ ହଜାର କୋଟି ଟଙ୍କାର ଅଭିବୃଦ୍ଧି ହୋଇଛି। ଏହା ସମୁଦାୟ ରାଜ୍ୟ ଘରୋଇ ଉତ୍ପାଦର ୨୭.୩%। ୩.    ଏହି ବଜେଟ୍‍ ଖର୍ଚ୍ଚର ୨୨.୮ ପ୍ରତିଶତ ନିଜସ୍ୱ ଟିକସ ରାଜସ୍ୱ ହୋଇଥିବା ବେଳେ ୨୨.୨% କେନ୍ଦ୍ରୀୟ ଭାଗିଦାରୀ ଟିକସ, ୨୦.୭ ଅଣ ଟିକସ ରାଜସ୍ୱ, ୧୬.୩% ସାଧାରଣ ରାଜସ୍ୱ, ୧୪.୩% କେନ୍ଦ୍ରୀୟ ଗ୍ରାଣ୍ଟ ହୋଇଥିବା ବେଳେ ସାଧାରଣ ଆକାଉଣ୍ଟରୁ ୩.୫% ଆୟ ଅନ୍ତର୍ଭୁକ୍ତ। ୪.    ବେଜଟ୍‍ ୨୦୨୫-୨୬ରେ…

Read More