Author: Purva Paksha

Who is Elizabeth Gogoi: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପତ୍ନୀ ଏଲିଜାବେଥ୍‍ଙ୍କ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି। ଗୌରବ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ଉଲ୍ଲେଖ କରିଛନ୍ତି। ହିମନ୍ତ ବିଶ୍ୱ ଶର୍ମା ଏଲିଜାବେଥଙ୍କ ବିରୋଧରେ ଆଇଏସଆଇ ସହ ଲିଙ୍କଥିବା ଅଭିଯୋଗ କରିଛନ୍ତି। ଗୋଗୋଇ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ଉଲ୍ଲେଖ କରିଛନ୍ତି। ଏଲିଜାବେଥ ଗୋଗୋଇ ପାକିସ୍ତାନର ଏକ ସଂଗଠନ ପାଇଁ କାମ କରୁଥିଲେ। ଦଶବର୍ଷ ପୂର୍ବେ ଭାରତରେ ପାକିସ୍ତାନର ତତ୍କାଳୀନ ହାଇ କମିଶନରଙ୍କ ସହ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ସାକ୍ଷାତ୍‍ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରଶ୍ନ ଉଠାଇଛନ୍ତି ଏବଂ ଏହାକୁ ତାଙ୍କ ପତ୍ନୀ ଏଲିଜାବେଥ୍‍ ଗୋଗୋଇଙ୍କ ସହ ଯୋଡିଛନ୍ତି। ବିଶ୍ୱ ଶର୍ମା ଗୋଗୋଇ ଏବଂ…

Read More