Author: Purva Paksha

16 Schemes: ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ୧୬ଟି ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ୧୬ ଯୋଜନା ମାଧ୍ୟମରେ ମୋହନ ସରକାର ରାଜ୍ୟର ୯ ସ୍ତମ୍ଭକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି।  ରାଜ୍ୟବାସୀଙ୍କ ଭାଗ୍ୟ ବଦଳାଇବା ତଥା ବିଜେପି ସରକାର ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି ଲାଗି ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ୧୬ଟି ନୂଆ ଯୋଜନା ଘୋଷଣା କରିଛନ୍ତି। ସୋମବାର ବିଧାନସଭାରେ ବଜେଟ୍‍ ଉପସ୍ଥାପନ କରିବା ସମୟରେ ଏହି ବିଷୟକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯଦିଓ ଡବଲ ଇଞ୍ଜିନ୍‍ ସରକାର ପଛୁଆ ଗିଅରରେ ଚାଲୁଛି ବୋଲି କହି ଏହି ବଜେଟ୍‍କୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି କିନ୍ତୁ ଏହି ୧୬ ଯୋଜନା ମାଧ୍ୟମରେ ମୋହନ ସରକାର ରାଜ୍ୟର ୯ ସ୍ତମ୍ଭକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି। ଯୋଜନାଗୁଡ଼ିକ ସମ୍ବନ୍ଧରେ ଜାଣିବା ପୂର୍ବରୁ ନଜର ପକାଇବା ସେହି ୯ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ଯାହାକୁ ସାମାଜିକ ଓ…

Read More