Author: Purva Paksha

Budget-2025-26: ଆଗାମୀ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ବିଦ୍ୟାଳୟ ବଜେଟରେ ଏହି ବୃଦ୍ଧି କରାଯାଇଛି। ଶିକ୍ଷା କ୍ଷେତ୍ର ପାଇଁ ୪୧,୨୭୩ ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି। ବିଦ୍ୟାଳୟ ଗଣଶିକ୍ଷା ପାଇଁ ବଜେଟରେ ୩୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ପୂର୍ବ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ବ୍ୟୟବରାଦ ହୋଇଛି। ବାକି ଅର୍ଥ ଉଚ୍ଚଶିକ୍ଷା ପାଇଁ ରହିଛି। ଆଗାମୀ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ସ୍କୁଲ ବଜେଟରେ ଏହି ବୃଦ୍ଧି କରାଯାଇଛି। ଏହା ଅଧୀନରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ନାମରେ ୪୫ ହଜାର ପ୍ରାକ୍ ପ୍ରାଥମିକ ଶ୍ରେଣୀ ଖୋଲାଯିବ। ମାତୃଭାଷାରେ ପ୍ରାରମ୍ଭିକ ଶିଶୁ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ‘ଆମ ପଢ଼ିବା ଆମ ଭସାରେ’ ଆରମ୍ଭ କରିବାକୁ ଯାଉଛନ୍ତି, ଯାହା ଏନଇପି ସହ ସମନ୍ୱୟ ରକ୍ଷା…

Read More