Author: Purva Paksha

Aurangzeb’s Hindu Wife: ଔରଙ୍ଗଜେବଙ୍କ ମୃତ୍ୟୁ ପରେ ତାଙ୍କ ହିନ୍ଦୁ ପତ୍ନୀ ଉଦୟପୁରୀ ସତୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ମୋଗଲ ସମ୍ରାଟ୍‍ ତାଙ୍କ ପୁଅ କାମ ବକ୍ସଙ୍କୁ ଲେଖିଥିବା ଏକ ଚିଠିରେ ଏହା ପ୍ରକାଶ କରିଛନ୍ତି। ୧୭୦୭ ମସିହାରେ ଔରଙ୍ଗଜେବଙ୍କ ମୃତ୍ୟୁର ମାତ୍ର କିଛିମାସ ପରେ ଉଦୟପୁରୀଙ୍କର ଦେହାନ୍ତ ହୋଇଥିଲା। ଔରଙ୍ଗଜେବଙ୍କର ନବାବ ବାଇ ଏବଂ ଉଦୟପୁରୀ ନାମକ ଦୁଇ ହିନ୍ଦୁ ପତ୍ନୀ ଥିଲେ। ଔରଙ୍ଗଜେବଙ୍କ ପତ୍ନୀ ଉଦୟପୁରୀ ସତୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଉଦୟପୁରୀ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କୁ ବହୁତ ଭଲ ପାଉଥିଲେ। ଔରଙ୍ଗଜେବଙ୍କୁ ଭାରତୀୟ ଇତିହାସର ସବୁଠାରୁ ବିବାଦୀୟ ଶାସକ ବୋଲି କୁହାଯାଇପାରେ। ଏହି ମୋଗଲ ସମ୍ରାଟ ୧୬୫୮ ରୁ ୧୭୦୭ ପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ଧନୀ ସାମ୍ରାଜ୍ୟ ମଧ୍ୟରୁ ଗୋଟିଏ ଉପରେ ଶାସନ କରିଥିଲେ। ଔରଙ୍ଗଜେବଙ୍କ ଚରିତ୍ର ଦଶନ୍ଧି ଦଶନ୍ଧି ଧରି ବିବାଦ ଭିତରେ ରହିଛି, ବିଶେଷକରି ହିନ୍ଦୁମାନଙ୍କ ମଧ୍ୟରେ। ଔରଙ୍ଗଜେବକୁ ନେଇ ବିଭିନ୍ନ…

Read More