Author: Purva Paksha

Stock market: ଭଲ ଦିନକୁ ଅପେକ୍ଷା କରିଛି ଷ୍ଟକ ମାର୍କେଟ । ଚଳିତ ବର୍ଷର ପାଖାପାଖି ୫୦ ଦିନ ବିତିଗଲାଣି। ଏହି ସମୟ ମଧ୍ୟରେ ସେନ୍ସେକ୍ସ ଓ ନିଫ୍ଟି ୩.୫୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସ ଯୋଗୁଁ ଷ୍ଟକ ବଜାର ନିବେଶକଙ୍କ ୪୧.୨୯ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। Worst 50 days of stock market, Investors lost Rs 41.29 lakh crore, BSE,NSE,LIC,ITC, HAL,DLF, JSW,TCS ଯେକୌଣସି ନୂତନ ବର୍ଷର ପ୍ରଥମ ୫୦ ଦିନ ସେୟାର ମାର୍କେଟ୍ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ୫୦ ଦିନ ସାରାବର୍ଷର ଚାଲ୍ ସ୍ଥିର କରିଥାଏ। ଏହି ପ୍ରଥମ ୫୦ ଦିନରୁ ବି ଜଣାପଡ଼େ  ଆଗାମୀ ଦିନରେ ସେୟାର ବଜାର କେମିତି ବ୍ୟବହାର କରିବ। ଏହି ୫୦ ଦିନ ଷ୍ଟକ୍ ବଜାରର ଟୋନକୁ ସମ୍ପୂର୍ଣ୍ଣ ଭାବରେ ସ୍ଥିର କରିଦେଇଛି। ଗତ କିଛିବର୍ଷ ମଧ୍ୟରେ, ବର୍ଷର ପ୍ରଥମ ୫୦…

Read More