Author: Purva Paksha

USAID: ଆମେରିକାରେ ଏବେ ଚର୍ଚ୍ଚା ହେଉଛି ଯେ ଏ ଅର୍ଥର ଏକ ଅଂଶ ଭାରତୀୟ ଗଣତନ୍ତ୍ରରେ ବିଦେଶୀଙ୍କ ହସ୍ତକ୍ଷେପକୁ ସୁନିଶ୍ଚିତ କରିବା ପାଇଁ ବ୍ୟୟ ହୋଇଛି। ଅବଶ୍ୟ ଏଯାଏ ଏହା ସ୍ପଷ୍ଟ ହୋଇନାହିଁ। ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ଵିତୀୟ ବାର କ୍ଷମତାସୀନ ହେବାପରେ ଆରମ୍ଭ ହୋଇଥିବା ଖର୍ଚ୍ଚକୁ କମ୍ ପଦକ୍ଷେପ କିପରି ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟିର କାରଣ ହୋଇଛି ତାହା ଦେଖ‌ିବା ବେଶ୍ କୌତୂହଳପ୍ରଦ। ଏଲନ ମସ୍କଙ୍କ ନେତୃତ୍ୱାଧୀନ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନସି ପକ୍ଷରୁ ଏବେ ଘୋଷଣା କରାଯାଇଛି ଯେ ଆମେରିକୀୟ ଟିକସଦାତାଙ୍କ ଅର୍ଥ ‘ଫାଲତୁ (ବାଜେ) କାର୍ଯ୍ୟରେ ବରବାଦ କରାଯିବ ନାହିଁ। ଆମେରିକାରେ ଏବେ ଚର୍ଚ୍ଚା ହେଉଛି ଯେ ଏ ଅର୍ଥର ଏକ ଅଂଶ ଭାରତୀୟ ଗଣତନ୍ତ୍ରରେ ବିଦେଶୀଙ୍କ ହସ୍ତକ୍ଷେପକୁ ସୁନିଶ୍ଚିତ କରିବା ପାଇଁ ବ୍ୟୟ ହୋଇଛି। ଅବଶ୍ୟ ଏଯାଏ ଏହା ସ୍ପଷ୍ଟ ହୋଇନାହିଁ; ବାସ୍ତବରେ କୌଣସି ଅର୍ଥ ପ୍ରଦାନ କରାଯାଇଥିଲା…

Read More