Author: Purva Paksha

Morarji bhai Desai: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଜଣେ ମହାନ ନେତା ଥିଲେ। ସେ ଏପରି ଜଣେ ନେତା ଥିଲେ ଯିଏ ଇନ୍ଦିରା ଗାନ୍ଧୀଙ୍କ ସହ କେବେ ମିଶିନଥିଲେ। ସେ ନିଜ ପରିସ୍ରା ପିଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ସ୍ୱାଧିନତା ପରେ ଭାରତ ଅନେକ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି। ଆଉ ଏହିସବୁ ପ୍ରଧାନମନ୍ତ୍ରୀ ନିଜ ଗୁଣ ଅବଗୁଣ ପାଇଁ ନିଜ ସମୟରେ ଓ ପରେ ଚର୍ଚ୍ଚାରେ ଥିଲେ। କିଏ ନିଜକୁ ସଜାଇବାକୁ ପସନ୍ଦ କରୁଥିଲେ ତ’ କିଏ କବିତା ପଢ଼ି ବିରୋଧୀ ଓ ସମର୍ଥକଙ୍କୁ ହସାଇ ପାରୁଥିଲେ। ପୁଣି ଏମିତି ଜଣେ ପ୍ରଧାନମନ୍ତ୍ରୀ ଥିଲେ ଯିଏ ନିଜ ମୁତ୍ରପାନ କରୁଥିଲେ। ଆଉ ସ୍ୱମୁତ୍ରପାନର ଉପକାରିତା ବିଷୟରେ କହିବାରେ ହେଳା କରୁନଥିଲେ। ସ୍ୱମୁତ୍ରପାନ ବାବଦରେ ଯୁକ୍ତି କରୁଥିବା ସେହି ପ୍ରଧାନମନ୍ତ୍ରୀଙ୍କ ନାମ ଥିଲା ମୋରାରଜୀ ଦେଶାଇ। ଯାହାଙ୍କ ବାବଦରେ ଅପବାଦ ଥିଲା ଯେ, ସେ କ୍ଷମତାଲୋଭି ଓ ଜିଦଖୋର। ୪…

Read More