Author: Purva Paksha

Saqlain Mushtaq: ପାକିସ୍ତାନୀ କ୍ରିକେଟର ସାକଲେନ୍ ମୁସ୍ତାକ ଏବେ କ୍ରିକେଟ୍ ଆଲୋଚନାରେ ଭାଗ ନେଉଛନ୍ତି, ବୋଲିଂ ଟିପ୍ସ ଦେଉଛନ୍ତି ଏବଂ କ୍ରିକେଟ୍ କାହାଣୀ ସେୟାର କରୁଛନ୍ତି। ଏଭଳି ଏକ କାହାଣୀରେ ସେ ତାଙ୍କ ଜେଜେବାପାଙ୍କୁ ମନେ ପକାଇଲେ, ଯାହାଙ୍କ ନାମ ରୁଡ୍ ସିଂହ ବୋଲି ସେ ଦାବି କରିଛନ୍ତି। ପାକିସ୍ତାନ ନିଜ ହିନ୍ଦୁ ଅତିତକୁ ଜାଣିଶୁଣି ଭୁଲିଯାଏ। ପାକିସ୍ତାନ ପାଇଁ ତାର ଇତିହାସ ସପ୍ତମ ଶତାବ୍ଦୀରେ ମହମ୍ମଦ ବିନ୍ କାସିମର ସିନ୍ଧ ଆକ୍ରମଣରୁ ଆରମ୍ଭ ହୁଏ। ପାକିସ୍ତାନୀ ତକ୍ଷଶୀଳା ପାଇଁ ଗର୍ବ କରନ୍ତି ନାହିଁ,ସେମାନଙ୍କ ପାଇଁ ତକ୍ଷଶୀଳାର ଯୁଗ ଥିଲା ଅନ୍ଧକାରର ଯୁଗ। ମହମ୍ମଦ ବିନ୍ କାଶିମର ଆଗମନ ସହିତ ପାକିସ୍ତାନକୁ ଆଲୋକ ଆସିଥିଲା ବୋଲି ସେମାନଙ୍କର ବିଶ୍ୱାସ। କିନ୍ତୁ ଯେତେ ଚାହିଁଲେ ବି ପାକିସ୍ତାନୀ ନିଜ ଡିଏନଏରୁ ହିନ୍ଦୁ ଅତିତକୁ ପୋଛି ପାରିବେନି। ଏହାର ପ୍ରମାଣ ଜଣେ ପାକିସ୍ତାନୀ କ୍ରିକେଟିୟର ଟିଭିରେ ଦେଇଛନ୍ତି। ନିଜ ଚମତ୍କାର ବୋଲିଂ କୌଶଳ ଏବଂ…

Read More