Author: Purva Paksha

Mohammad Yunus Creating A Ring Of Fire For India: ଶେଖ୍ ହସିନାଙ୍କ କାର୍ଯ୍ୟକାଳରେ ଚୀନ୍ ପୂର୍ବରୁ ବାଂଲାଦେଶରେ ଅନୁପ୍ରବେଶ କରିସାରିଥିବାବେଳେ ଏବେ ମହମ୍ମଦ ୟୁନୁସ୍ ବାଂଲାଦେଶରେ ଚୀନ୍ ପାଇଁ ସମ୍ପୂର୍ଣ୍ଣ ଦ୍ୱାର ଖୋଲି ଦେଇଛନ୍ତି। ଏହାବ୍ୟତୀତ ପାକିସ୍ତାନ ପୁଣିଥରେ ବାଂଲାଦେଶରେ ଅନୁପ୍ରବେଶ କରିଛି। ବାଂଲାଦେଶ ଓ ପାକିସ୍ତାନର ସାମରିକ ନେତାଙ୍କ ମଧ୍ୟରେ ବୈଠକ ଚାଲିଛି। ବାଂଲାଦେଶର ସାମ୍ବାଦିକ ଓ ନେତାମାନେ ପ୍ରଶିକ୍ଷଣ ପାଇଁ ବେଜିଂ ଯାଉଛନ୍ତି। ଭାରତର ଶତ୍ରୁ ପଡ଼ୋଶୀଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ବାଂଲାଦେଶ ଏବେ ସେହି ପଡ଼ୋଶୀ ଦେଶଙ୍କ ତାଲିକାରେ ସାମିଲ ହୋଇଛି, ଯେଉଁମାନେ ଭାରତର ବିକାଶ ଓ ପ୍ରଭାବକୁ ସହ୍ୟ କରିପାରନ୍ତି ନାହିଁ। ପାକିସ୍ତାନ ସହ ବନ୍ଧୁତା ବଢ଼ାଇବା ପରେ ବାଂଲାଦେଶ ଏବେ ଚୀନ୍ ସହ ମିଶିଛି। ଆଉ ଏବେ ବାସ୍ତବରେ ମୋଦୀ ସରକାରଙ୍କ କୂଟନୀତି ପାଇଁ ବାଂଲାଦେଶ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇପାରେ। ଚୀନ୍‍ କମ୍ୟୁନିଷ୍ଟ ପାର୍ଟିର ହର୍ଣ୍ଣ ଗ୍ଲୋବାଲ ଟାଇମ୍ସରେ…

Read More