Author: Purva Paksha

Aurangzeb Controversy: କିଛି ଐତିହାସିକ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଔରଙ୍ଗଜେବ କାଶୀ ବିଶ୍ୱନାଥ ମନ୍ଦିର ଭାଙ୍ଗିବା ପାଇଁ ଦେଇଥିବା ଆଦେଶ କେବଳ ଧାର୍ମିକ ଧର୍ମାନ୍ଧତାର ପରିଣାମ ହୋଇନଥାନ୍ତା। କାରଣ ଏହାର କିଛିବର୍ଷ ପୂର୍ବରୁ ଔରଙ୍ଗଜେବ ବନାରସର ମନ୍ଦିରଗୁଡ଼ିକୁ ଉଦାର ଭାବରେ ଦାନ କରିଥିଲେ। ଫିଲ୍ମ ‘ଛୱା’ ପରେ ପୁଣିଥରେ ଔରଙ୍ଗଜେବଙ୍କ କ୍ରୁରତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଔରଙ୍ଗଜେବ ନାମକ ଜିନ୍ ଏବେ ଇତିହାସର ବନ୍ଦ ବୋତଲ ଭିତରୁ ବାହାରି ଦେଶର ରାଜନୀତିକୁ ଉଛନ୍ନ କରିଛି। ଔରଙ୍ଗଜେବର ନିଷ୍ଠୁରତାକୁ ନେଇ ଯଦି ଦକ୍ଷିଣପନ୍ଥୀ ରାଜନୀତି କରୁଛନ୍ତି ତେବେ ମୁସଲିମ ମୌଳବାଦୀ ମଧ୍ୟ ପଛରେ ନାହାନ୍ତି। ହିନ୍ଦୁବାଦୀଙ୍କ ନଜରରେ ଯଦି ଔରଙ୍ଗଜେବ ଜଣେ କ୍ରୁର ନିଷ୍ଠରୁ ଶାସକ ତେବେ ମୁସଲିମ ମୁଲ୍ଲାମାନଙ୍କ ନଜରରେ ସେ ହେଉଛି ସଚ୍ଚା ମୁସଲମାନ ଶାସକ। ମୋଗଲ ଶାସକଙ୍କ ଇତିହାସ ପଢ଼ିବା ପରେ ଆମେ ଜାଣୁ ଯେ ଔରଙ୍ଗଜେବ ପ୍ରକୃତରେ ନିଷ୍ଠୁର ଥିଲେ। ରାଜନୈତିକ କ୍ଷମତା…

Read More