Author: Purva Paksha

Maldives where temple is not allowed: ନା ପାକିସ୍ତାନ ନା ବାଂଲାଦେଶ, ଏହା ହେଉଛି ମାଳଦ୍ୱୀପ, ଯିଏକି ଶତ ପ୍ରତିଶତ ମୁସଲମାନ ଦେଶ, କୌଣସି ମନ୍ଦିର ନାହିଁ ଏବଂ ଗୋଟିଏ ବି ନିର୍ମାଣ ହୋଇପାରିବ ନାହିଁ। ଯେଉଁ ହିନ୍ଦୁମାନେ କାମ ପାଇଁ ସେଠାକୁ ଯାଇଛନ୍ତି ସେମାନେ ନିଜ ଘରେ ଚୁପ୍‍ଚାପ୍ ପୂଜା କରିପାରିବେ, ଯାହା ବିଷୟରେ କେହି ଜାଣିପାରିବେ ନାହିଁ। ବିଶ୍ୱର ବିଭିନ୍ନ ଦେଶରେ ହିନ୍ଦୁ ମନ୍ଦିର ନିର୍ମାଣ ହେଉଛି। ଏପରିକି ଅନେକ ମୁସଲମାନ ଦେଶରେ ମନ୍ଦିର ନିର୍ମାଣ ହୋଇଛି କିମ୍ବା ନିର୍ମାଣ କରାଯାଉଛି। ହିନ୍ଦୁମାନଙ୍କୁ ସବୁ ସ୍ଥାନରେ ପୂଜା ଓ ଧାର୍ମିକ କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇନାହିଁ। ଏପରିକି ପାକିସ୍ତାନ ଓ ବାଂଲାଦେଶ ଭଳି ଦେଶରେ ଅନେକ ହିନ୍ଦୁ ମନ୍ଦିର ରହିଛି। ପର୍ବପର୍ବାଣୀ ପାଳନ ଜାରି ରହିଛି। ପୂଜା କରାଯାଏ କିନ୍ତୁ ଭାରତର ଏଭଳି ଏକ ପଡ଼ୋଶୀ ଦେଶ ରହିଛି, ଯେଉଁଠି କୌଣସି ସର୍ତ୍ତରେ ମନ୍ଦିର ନିର୍ମାଣ ହୋଇପାରିବ…

Read More