Author: Purva Paksha

Tamil Nadu Govt Replaces Rupee Symbol With Tamil Letter: ତାମିଲନାଡୁ ସରକାର ରାଜ୍ୟର ବଜେଟ୍ ଲୋଗୋରେ ସରକାରୀ ଭାରତୀୟ ଟଙ୍କା ଲୋଗୋ ₹ ପରିବର୍ତ୍ତେ ତାମିଲ ଅକ୍ଷର ଲୋଗୋ ரூ ବ୍ୟବହାର କରିଛନ୍ତି। ଆଞ୍ଚଳିକ ଭାଷାର ବ୍ୟବହାର ବିବାଦର ବିଷୟ ପାଲଟିଥିବାବେଳେ ଏହି ପଦକ୍ଷେପ ନିଆଯାଇଛି। ପ୍ରଥମ ଥର ପାଇଁ କୌଣସି ରାଜ୍ୟ ଟଙ୍କା ଚିହ୍ନରେ ଏହି ପରିବର୍ତ୍ତନ କରିଛନ୍ତି। ଦେଶରେ ଭାଷାକୁ ନେଇ ଚାଲିଥିବା ବିତର୍କରେ ତାମିଲନାଡୁ ନିଆଁରେ ତେଲ ମିଶାଇଛି। ତାମିଲନାଡୁ ସରକାର ନିଜର ରାଜ୍ୟ ବଜେଟ୍ ପାଇଁ ସରକାରୀ ଭାରତୀୟ ଟଙ୍କା ଚିହ୍ନ ‘₹’ ବଦଳରେ ତାମିଲ ଅକ୍ଷର ‘ ரூ’ ଲଗାଇଛନ୍ତି। ଦେଶର କୌଣସି ରାଜ୍ୟ ପ୍ରଥମ ଥର ପାଇଁ ଟଙ୍କାର ପ୍ରତୀକ ପରିବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ରାଜ୍ୟ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଏହା ପ୍ରକାଶ ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ…

Read More