Author: Purva Paksha

Squad: ଚୀନ୍‍ର ଚତୁରତାକୁ ସମ୍ମୁଖୀନ କରିବାକୁ ଭାରତକୁ ସାଥି ନେବାକୁ ପଡ଼ିବ! ଫିଲିପିନସ୍ ଏହି ବିଷୟ ଭଲରେ ବୁଝିଛି। ତେଣୁ ସେ ଏକ ଅନୌପଚାରିକ ସାମରିକ ମୋର୍ଚ୍ଚା ସ୍କ୍ୱାଡରେ ଭାରତକୁ ସାମିଲ କରିବା ପ୍ରସ୍ତାବ ଦେଇଛି। ଭାରତ ଦୀର୍ଘଦିନ ଧରି କ୍ୱାଡ୍‍ର ଅଂଶ ବିଶେଷ ହୋଇ ରହିଛି। ଏହା ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକାର ଏକ ଗୋଷ୍ଠୀ। ଏହାର ଉଦ୍ଦେଶ୍ୟ ହେଉଛି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ, ସ୍ଥିର ଏବଂ ସମୃଦ୍ଧ କରିବା। ଏବେ ଫିଲିପାଇନ୍ସ ଭାରତକୁ ‘ସ୍କ୍ୱାଡ୍’ରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛି। ଦକ୍ଷିଣ ଚୀନ୍ ସାଗରରେ ଚୀନ୍‍ର ଏ ଆକ୍ରମଣକୁ ରୋକିବା ପାଇଁ ଗଠିତ ଅଷ୍ଟ୍ରେଲିଆ, ଜାପାନ, ଆମେରିକା ଓ ଫିଲିପାଇନ୍ସର ଏହା ଏକ ଅନୌପଚାରିକ ଗୋଷ୍ଠୀ। ଫିଲିପାଇନ୍ସର ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ ରୋମିଓ ଏସ୍ ବ୍ରୋନର କହିଛନ୍ତି ଯେ ସେ ଭାରତ ଏବଂ ଦକ୍ଷିଣ କୋରିଆକୁ ମଧ୍ୟ ଏହି ଗୋଷ୍ଠୀରେ…

Read More