Author: Purva Paksha

Who cheated the Tribal: ରାଜ୍ୟର ଆଦିମ ଅଧିବାସୀ ଯାହାଙ୍କୁ ପ୍ରିମିଟିଭ୍‍ ଟ୍ରାଇବ୍‍ ବୋଲି କୁହାଯାଉଛି ସେମାନଙ୍କ ଉନ୍ନତି ପାଇଁ କେନ୍ଦ୍ରୀୟ ସହାୟତା ଆସିଥିଲା। ଏହି କେନ୍ଦ୍ରୀୟ ସହାୟତାକୁ ବିଜେଡି ସରକାର ଖର୍ଚ୍ଚ କରିପାରିନଥିଲା। ଫଳରେ ୨୦୧୮ରେ ୭୪୫ କୋଟି ଟଙ୍କା କେନ୍ଦ୍ରକୁ ଫେରିଯାଇଥିଲା। ଆଜି କାହିଁକି ସମର ସଲିମ ସାଇମନ ଚଳଚ୍ଚିତ୍ରର ଗୀତ ଯାହାକୁ ଶେଖର ଘୋଷ ଗାଇଥିଲେ, ବହୁତ ମନେପଡ଼ୁଛି। ଗୀତଟି ହେଲା, ହୃଦୟର ଏଇ ଶୂନ୍ୟତାକୁ ଯଦି ପଚାରି ମୁଁ ଥରେ ବୁଝେ, ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନୀ କହେ ତୁମେ ତୁମେ। ଏହି ଗୀତଟି ମନେ ପଡ଼ିବାର କାରଣ ହେଲା ରାଜ୍ୟର ଆଦିବାସୀମାନଙ୍କୁ ଯଦି ପ୍ରଶ୍ନ କରାଯାଏ ତୁମମାନଙ୍କ ସହିତ ପ୍ରତାରଣା କିଏ କରିଛି ବୋଲି ତେବେ ପ୍ରଶ୍ନକର୍ତ୍ତାଙ୍କୁ ଉତ୍ତର ମିଳିବ ତୁମେ। ଗତକାଲି ବିଧାନସଭାରେ ଆଦିବାସୀମାନଙ୍କ ସମସ୍ୟାକୁ ନେଇ ବିରୋଧୀ ବିଜେଡି ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇ ଆଲୋଚନା ହୋଇଥିଲା। ଏହି…

Read More