Author: Purva Paksha

ବିଜେଡି ନେତା ନବୀନ ପଟ୍ଟନାୟକ ଆସନ୍ତାକାଲି ଚେନ୍ନାଇରେ ହେବାକୁ ଥିବା ସୀମା ନିର୍ଦ୍ଧାରଣ ବୈଠକରେ ଯୋଗଦେବା ପାଇଁ ଦଳର ଦୁଇ ପ୍ରତିନିଧି ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ଦେଇ ଚେନ୍ନାଇ ପଠାଇଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମକେ ଷ୍ଟାଲିନଙ୍କ ଦ୍ୱାରା ଆୟୋଜିତ ଏହି ଉଦ୍‍ଘାଟନୀ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ବୈଠକରେ ପୂର୍ବତନ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଏବଂ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବିଜେଡିକୁ ପ୍ରତିନିଧିତ୍ୱ କରିବେ। ଏଥିପାଇଁ ସେମାନେ କଂଗ୍ରେସ ନେତା ଭକ୍ତ ଦାସଙ୍କ ସହିତ ଚେନ୍ନାଇରେ ପହଞ୍ଚିଛନ୍ତି। #WATCH | Odisha Congress president Bhakta Charan Das and BJD leaders Amar Patnaik & Sanjay Kumar Das Burma arrive in Chennai for the meeting on delimitation called by Tamil Nadu CM MK Stalin. The meeting will be…

Read More