Author: Purva Paksha

୨ ମାସରେ ସାରା ଦେଶର ୫୨ ବିଧାୟକଙ୍କୁ ନିଲମ୍ବନ ନିଲମ୍ବନ ପରେ ବି ଗୃହ ଭିତରେ କଂଗ୍ରେସ ବିଧାୟକ କର୍ଣ୍ଣାଟକରେ ସର୍ବାଧିକ ୬ମାସ ପାଇଁ ବିଜେପି ବିଧାୟକ ନିଳମ୍ବିତ ଏବେ ସାରାଦେଶରେ ଗଣତନ୍ତ୍ରର ଦ୍ୱାହି ଦେଉଥିବା ରାଜନୈତିକ ଦଳଗୁଡିକ ସେମାନଙ୍କ ବିଧାୟକମାନଙ୍କୁ ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରଶିକ୍ଷଣ ଦେଉନାହିଁ। ଫଳରେ ଗତ ୨ମାସ ମଧ୍ୟରେ ୫ଟି ରାଜ୍ୟର ୫୨ଜଣ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ପଶ୍ଚିମବଙ୍ଗ, ରାଜସ୍ଥାନ, କର୍ଣ୍ଣାଟକ ଓ ଦିଲ୍ଲୀ ପରେ ଆଜତ ଓଡ଼ିଶାର ପାଳି ପଡ଼ିଛି। ଆଜି ଅପରାହ୍ଣରେ କଂଗ୍ରେସ ବିଧାୟକଙ୍କ ନିରନ୍ତର ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିବାକୁ ଯାଇ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଛନ୍ତି। ଏଥିରେ କଂଗ୍ରେସ ଦଳର ବିଧାୟକ ଦଳ ନେତା ଏବଂ ଏକମାତ୍ର ମହିଳା ବିଧାୟକ ବି ସାମିଲ ରହିଛନ୍ତି।  ସବୁଠାରୁ ବଡ଼ କଥା ହେଲା ନିଲମ୍ବନ ପରେ ବିଧାନସଭାକୁ ମୁଲତବୀ କରାଯାଇଥିଲେ ମଧ୍ୟ କଂଗ୍ରେସର ବିଧାୟକମାନେ ଗୃହତ୍ୟାଗ କରି…

Read More