Author: Purva Paksha

Rana Sanga controversy: ମୁଗଲ ସାମ୍ରାଜ୍ୟ ସ୍ଥାପନା କରିବା ପୂର୍ବରୁ ବାବରକୁ ଉତ୍ତର ଭାରତର ସବୁଠାରୁ ବଡ଼ ହିନ୍ଦୁ ସମ୍ରାଟ୍ ରାଣା ସାଙ୍ଗାଙ୍କ ସମ୍ମୁଖୀନ ହେବାକୁ ପଡ଼ିଲା। ରାଣା ସାଙ୍ଗା ପ୍ରଥମେ ବାବରକୁ ହରାଇଥିଲେ। କିନ୍ତୁ, ବାବରଙ୍କର ଏକ ବିଚାରରୁ ଭାରତର ରାଜଗାଦୀ ମିଳିଥିଲା। ମୋଗଲ ଐତିହାସିକ ଅବଦୁଲ କାଦିର ବଦାୟୁନୀ ଲେଖିଛନ୍ତି-ରାଜପୁତ ରାଜା ରାଣା ସାଙ୍ଗା ସମସ୍ତ ରାଜପୁତଙ୍କ ମଧ୍ୟରେ ସବୁଠାରୁ ସାହସୀ ଥିଲେ। ଏହା କୁହାଯାଏ ଯେ ମୋଗଲ କାଳ ପୂର୍ବରୁ ରାଣା ସାଙ୍ଗା ଉତ୍ତର ଭାରତର ଶେଷ ସ୍ୱାଧିନ ହିନ୍ଦୁ ଶାସକ ଥିଲେ, ଯିଏ ଏକ ବିସ୍ତୃତ ଅଞ୍ଚଳକୁ ନିୟନ୍ତ୍ରଣ କରୁଥିଲେ। କିଛି ଆଧୁନିକ ସାହିତ୍ୟରେ ତାଙ୍କୁ ଉତ୍ତର ଭାରତର ହିନ୍ଦୁ ସମ୍ରାଟ୍‍ଭାବେ ଗଣାଯାଏ। ରାଣା ସାଙ୍ଗାଙ୍କ ନାମ ଅସଲରେ ସଂଗ୍ରାମ ସିଂହ ପ୍ରଥମ। ସେ ସିସୋଦିଆ ରାଜବଂଶର ଜଣେ ଭାରତୀୟ ସମ୍ରାଟ୍‍ ଥିଲେ। ସେ ଏକମାତ୍ର ରାଜା ଥିଲେ, ଯିଏ ମୋଗଲ ବଂଶର ସଂସ୍ଥାପକ ଜହିରୁଦ୍ଦିନ ମହମ୍ମଦ…

Read More