Author: Purva Paksha

ରାଜ୍ୟର ମୁଖ୍ୟ ଶାସନ ସଚିବ ଗତ ବର୍ଷ ୧୧.ନଭେମ୍ବର.୨୦୨୪ରେ ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କୁ ବଦଳି ନିର୍ଦ୍ଦେଶନାମା ପାଇଁ ଅନୁଚିତ ପ୍ରଭାବ ନ ପକେଇବା ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜଣେଇଦେବା ନିମନ୍ତେ ଚିଠି ସଂଖ୍ୟା ୩୩୯୩୯ରେ ଅନୁରୋଧ କରିଥିଲେ। ଉକ୍ତ ପତ୍ରରେ ଏହା ସ୍ପଷ୍ଟଭାବେ ଉଲ୍ଲେଖ ଥିଲା ଯେ ବଦଳି ପାଇଁ ଚାପ ପକେଇବା ହେଉଛି ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ, ୧୯୫୯ର ରୁଲ୍‍ ୨୩ ର ବିରୁଦ୍ଧାଚରଣ। ଯେଉଁ କର୍ମଚାରୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିଜର ଇଚ୍ଛା ମୁତାବକ ପୋଷ୍ଟିଂ ପାଇଁ ଚାପ ପକେଇବେ ସେମାନଙ୍କ ବିରୁଦ୍ଧରେ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଉଲ୍ଲେଖ ଅଛି। ହେଲେ ଏଠି କଥା ଉଠୁଛି ଯେ, ସରକାରୀ କର୍ମଚାରୀଙ୍କ ପୋଷ୍ଟିଂ ସରକାରଙ୍କ ଇଚ୍ଛାଧୀନ ନା ସମ୍ପୃକ୍ତ କର୍ମଚାରୀ ବା ଅଧିକାରୀଙ୍କ ପସନ୍ଦ? ମୁଖ୍ୟ ଶାସନ ସଚିବ ନୂଆ ସରକାର ଆସିବାର ୫…

Read More