Author: Purva Paksha

ଏବେ ଅଡ଼ୁଆରେ ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲୋକସଭାରେ ୱାକଫ୍‍ (ସଂଶୋଧନ) ବିଲ୍ ୨୦୨୪ ଉପରେ ଭୋଟିଂବେଳେ ଅନୁପସ୍ଥିତ ଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଓ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସଂସଦର ନିମ୍ନ ସଦନରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ ପାଇଁ ହୋଇଥିବା ଭୋଟିଂ ସମୟରେ ଅନୁପସ୍ଥିତ ଥିବାରୁ ଓଡ଼ିଶାର ଉଭୟ ଲୋକସଭା ସଦସ୍ୟଙ୍କୁ ନୋଟିସ୍ ପଠାଯାଇଛି। ହ୍ୱିପ୍ ଜାରି ହୋଇଥିବାରୁ ଦୁଇ ସାଂସଦଙ୍କ ଅନୁପସ୍ଥିତି ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଭୋଟିଂ ସମୟରେ ସମସ୍ତ ସାଂସଦ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଥିଲା। ବିଜେପି ଏହି ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଉଭୟ ସାଂସଦଙ୍କୁ କାହିଁକି ମତଦାନରେ ଅଂଶଗ୍ରହଣ କରିବାରେ ବିଫଳ ହୋଇଥିଲେ ଏବଂ ସେମାନଙ୍କ ଅନୁପସ୍ଥିତିର କୌଣସି ନିର୍ଦ୍ଦିଷ୍ଟ କାରଣ ଅଛି କି ନାହିଁ…

Read More