Author: Purva Paksha

ରାଜ୍ୟସଭାରେ ୱାକଫ୍‍ ବିଲରେ ମତଦାନକୁ ନେଇ ବିଜେଡିରେ ମହାଭାରତ ସୃଷ୍ଟି ହୋଇଛି। ଏହି ହଟଚମଟ ଭିତରେ ପାରଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ବଡ଼ ବୟାନ ଦେଇଛନ୍ତି। ତାଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ସମ୍ବିତ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସପକ୍ଷରେ ବାହାରି କହିଛନ୍ତି ତାଙ୍କୁ ଆକ୍ଷେପ କରିବା ଠିକ୍‌ ହୋଇନାହିଁ। ଏପରି ଆକ୍ଷେପ କରିବା ପୂର୍ବରୁ ଟିକେ ଚିନ୍ତା କରିବା ଉଚିତ ଥିଲା ବୋଲି କହିଛନ୍ତି।  ଏହି ପ୍ରକରଣ ଭିତରେ ସମ୍ବିତଙ୍କୁ ପାଣ୍ଡିଆନଙ୍କ କଥା ପଚାରିବାରୁ ସେ ବିରକ୍ତି ପ୍ରକାଶ କରି କହିଛନ୍ତି, ପାଣ୍ଡିଆନ୍ କିଏ ମୁଁ ଜାଣିନି। ସିଏ ଏବେ ଇତିହାସ। କାରଣ ସେ ରାଜନୀତିରୁ ସନ୍ୟାସ ନେଇ ସାରିଛନ୍ତି। ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନଙ୍କୁ ବିଜେଡିରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ଥାଟବାଟ ସବୁ ମିଳିଥିଲା। ନେତା ପାଲ ଟାଣୁଥିଲେ, ପାଣ୍ଡିଆନ୍ ଷ୍ଟେଜ୍ ଚଢ଼ୁଥିଲେ। ଏବେ ସେଇ ଦଳର ନେତା ସମ୍ବିତ ରାଉତରାୟ କହୁଛନ୍ତି, ପାଣ୍ଡିଆନ୍ କିଏ?…

Read More