Author: Purva Paksha

ବାଂଲାଦେଶ ସରକାରର ମୁଖ୍ୟ ମୋହମ୍ମଦ ୟୁନୁସଙ୍କ ଚୀନ୍‍ ଗସ୍ତ ପରେ ଭାରତର ‘ଚିକେନ ନେକ’ ଚର୍ଚ୍ଚାରେ ରହିଛି। ଚୀନରେ ମୋହମ୍ମଦ ୟୁନୁସ ଜିନପିଙ୍ଗ ସରକାରଙ୍କୁ ଭାରତର ସୀମାନ୍ତ ନିକଟସ୍ଥ ଲାଲମୋନିରହାଟ ଜିଲ୍ଲାରେ ଏକ ଏୟାରବେସ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ଭାରତର ସୁରକ୍ଷା ପାଇଁ ଚିନ୍ତା ବୃଦ୍ଧି ପାଇଛି। ରଣନୀତିକ ଦୃଷ୍ଟିକୋଣରୁ ଲାଲମୋନିରହାଟ ଅତ୍ୟନ୍ତ ସମ୍ବେଦନଶୀଳ। ଏହା ଚିକେନ ନେକ କରିଡର ନିକଟରେ ଅବସ୍ଥିତ, ଯାହା ଭାରତର ମୁଖ୍ୟ ଭୂଖଣ୍ଡକୁ ପୂର୍ବୋତ୍ତର ରାଜ୍ୟମାନଙ୍କ ସହ ସଂଯୋଗ କରେ। ସୁରକ୍ଷା ଦୃଷ୍ଟିରୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଚୀନ ଗସ୍ତ ସମୟରେ ମୋହମ୍ମଦ ୟୁନୁସ ଆଉ ଏକ ବୟାନ ଦେଇଥିଲେ, ଯାହା ଭାରତ ସହ ବିବାଦର କାରଣ ହୋଇଛି। ସେ କହିଥିଲେ, ଭାରତର ପୂର୍ବୋତ୍ତରରେ ଥିବା ସାତୋଟି ରାଜ୍ୟ ସମୁଦ୍ରରୁ ବିଚ୍ଛିନ୍ନ। ବିଶ୍ୱ ସହ ସେମାନଙ୍କର ସମ୍ପର୍କ କେବଳ ବାଂଲାଦେଶ ଯୋଗୁଁ…

Read More