Author: Purva Paksha

ଭାସ୍କର ପରିଛା ପ୍ରାକୃତିକ ସମ୍ପଦରେ ଭରପୂର, ଭୌଗୋଳିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ଏବଂ ସାଂସ୍କୃତିକ ଐତିହ୍ୟରେ ପରିପୂର୍ଣ୍ଣ ଓଡ଼ିଶାକୁ ଏକ ସମୃଦ୍ଧ ଓ ସ୍ଥାୟୀ କ୍ଷେତ୍ରରେ ବିକଶିତ କରିବା ପାଇଁ ଆଗାମୀ ୨୫ ବର୍ଷ ଭିତରେ ଏକ ବଡ଼ ସୁଯୋଗ ରହିଛି। ଓଡ଼ିଶାରେ ସାମ୍ପ୍ରତିକ ବିକାଶର ଗତି ଓ ସ୍ଥିତି, ଅର୍ଥନୈତିକ ଢାଞ୍ଚା ଓ ରୂପରେଖ ଏବଂ ବିକାଶମୂଳକ ପ୍ରତିବନ୍ଧକ ତଥା ସମସ୍ୟାକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ହେବ ଯେ ଆଗାମୀ ଦଶନ୍ଧିମାନଙ୍କରେ ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ଏବଂ ଭବିଷ୍ୟତରେ ଭାରତର ବିକାଶ ରାସ୍ତାରେ ଏକ ଉଲ୍ଲେଖଯୋଗ୍ୟ ଯୋଗଦାନକାରୀ ରାଜ୍ୟ ଭାବରେ ନିଜକୁ ସ୍ଥାନିତ କରିବା ପାଇଁ ହେବ । ଏହା କିଭଳି କରାଯିବ ଓ ଉପାୟ ସବୁ କ’ଣ? ଅର୍ଥନୈତିକ ସାମର୍ଥ୍ୟ ଓ ଦକ୍ଷତାକୁ ଉପଲବ୍ଧି କରିବାକୁ ହେଲେ ଓଡ଼ିଶାକୁ ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ କରିବାକୁ…

Read More