Author: Purva Paksha

ପାକିସ୍ତାନ ସହ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମକ୍ ଡ୍ରିଲ କରାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଅନୁସାରେ, ମେ ୭, ଅର୍ଥାତ୍ ଆସନ୍ତାକାଲି ଏହା ଆୟୋଜିତ ହେବ। ଏହି ସମୟରେ ନାଗରିକମାନଙ୍କୁ ଆକ୍ରମଣ ସମୟରେ ବଞ୍ଚିବା ପାଇଁ ପ୍ରଶିକ୍ଷଣ ଦିଆଯିବ। ୨୪୪ଟି ଚିହ୍ନିତ ଜିଲ୍ଲାରେ ଏହି ମକ୍ ଡ୍ରିଲ ହେବ। ଏହାର ଉଦ୍ଦେଶ୍ୟ ହେଉଛି ନାଗରିକ ସୁରକ୍ଷାର ଉନ୍ନତ ପ୍ରସ୍ତୁତି। ଦେଶରେ ଶେଷ ଥର ପାଇଁ ୧୯୭୧ରେ ମକ୍ ଡ୍ରିଲ ହୋଇଥିଲା। ଯୁଦ୍ଧ ସାଇରେନ କାହିଁକି ବାଜେ? ବିପର୍ଯ୍ୟୟ ବା ଜରୁରୀ ସ୍ଥିତିରେ ବାଜେ ତୀବ୍ର ଶବ୍ଦ ବିଶିଷ୍ଟ ଚେତାବନୀ ବ୍ୟବସ୍ଥା ଯୁଦ୍ଧ ସାଇରେନର ଶବ୍ଦ ଅତି ତୀବ୍ର ୨-୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଏ ୧୨୦-୧୪୦ ଡେସିବେଲ ଶବ୍ଦ ଉତ୍ପନ୍ନ ହୁଏ ଶବ୍ଦରେ ଏକ ଚକ୍ରୀୟ ପ୍ୟାଟର୍ନ ଥାଏ ଶବ୍ଦ ଧୀରେ ଧୀରେ ବୃଦ୍ଧି ପାଏ ଓ…

Read More