Author: Purva Paksha

ବାଂଲାଦେଶରେ ୨୦୦ ବର୍ଷର ଏକ ବରଗଛକୁ ଜିହାଦୀମାନେ କେବଳ ଏହି କାରଣରୁ କାଟି ଦେଇଛନ୍ତି ଯେ, ଏହା ହିନ୍ଦୁମାନଙ୍କ ଆସ୍ଥାର ପ୍ରତୀକ ଥିଲା। ଜିହାଦୀମାନେ ବରଗଛ ବିରୁଦ୍ଧରେ ଫତୱା ଜାରି କରିଥିଲେ। ରିପୋର୍ଟ ଅନୁସାରେ, ବାଙ୍ଗଲାଦେଶର ମଦାରୀପୁର ଜିଲ୍ଲାର ଶିରାଖାରା ୟୁନିୟନର ଆଲମ ମୀର କାଣ୍ଡି ଗାଁରେ ଥିବା ୨୦୦ ବର୍ଷର ଏକ ଧାର୍ମିକ ଆସ୍ଥା ବହନ କରୁଥିବା ବରଗଛକୁ କାଟି ଦିଆଯାଇଛି। A 200-year-old banyan tree in Madaripur's Shirakhara Union, Alom Mirer Kandi area, was cut down by a group of Islamist extremists dressed in traditional attire. Local people and visitors from far away believed the tree had supernatural powers.1/2 pic.twitter.com/SCD31qT2sG— Avro Neel🇧🇩 (@avroneel80) May 5, 2025 ଏହି ଗଛକୁ କେବଳ କାଟି ଦିଆଯାଇନାହିଁ, ବରଂ ଏହା ସହିତ ଏକ…

Read More