Author: Purva Paksha

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମୋହମ୍ମଦର ମୁଖ୍ୟ ମୌଲାନା ମସୂଦ ଅଜହର କହିଛି ଯେ ଭାରତର ମିସାଇଲ ଆକ୍ରମଣରେ ତା’ ପରିବାର ଏବଂ ବନ୍ଧୁମାନଙ୍କର ମୃତ୍ୟୁ ହୋଇଛି। ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନା ବୁଧବାର ଭୋର ସମୟରେ ପାକିସ୍ତାନର ବାହାଓ୍ଵାଲପୁରସ୍ଥିତ ସୁଭାନ ଅଲ୍ଲାହ ମସଜିଦ ପରିସର ଉପରେ ଚାରିଟି ମିସାଇଲ ପ୍ରହାର କରିଥିଲା। ଏହି ଆକ୍ରମଣରେ ଏହି ଅଟ୍ଟାଳିକା ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି। ଏହି ଆକ୍ରମଣରେ ମସୂଦ ଅଜହରର ପରିବାରର ୧୦ ଜଣ ସଦସ୍ୟ ଏବଂ ତାଙ୍କ ସଂଗଠନର ୪ ଜଣ ଆତଙ୍କବାଦୀ ସମେତ ତାଙ୍କର ୧୪ ଜଣ ନିକଟତମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ‘ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ, ଅଜହର ବୁଧବାର ସକାଳେ ଏକ ବିବୃତି ଜାରି କରି ତାଙ୍କ ପରିବାର ସଦସ୍ୟମାନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ମିସାଇଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଜହରର ବଡ଼ ଭଉଣୀ ଏବଂ ତାଙ୍କ ସ୍ଵାମୀ, ଅଜହରର ଭାଇ ଏବଂ ତା’…

Read More