Author: Purva Paksha

ଭାସ୍କର ପରିଚ୍ଛା ଭାରତ ପାଇଁ ଏହାର ପଡ଼ୋଶୀ ଦେଶଗୁଡ଼ିକ ପକ୍ଷରୁ କେତେ ବିପଦ ରହିଛି? ଏହି ଲେଖାରେ ତାହାର ଏକ ତଟକା  ଆକଳନ କରାଯାଇଛି। ୨୦୨୫ରେ ଭାରତର ନିରାପତ୍ତା ପରିବେଶ ଅତ୍ୟନ୍ତ ଜଟିଳ ହୋଇ ପଡ଼ିଛି ଏଥିରେ ଦ୍ଵିମତ ନାହିଁ। ଦୈନନ୍ଦିନ ବଦଳୁଥିବା ବିଶ୍ଵ ପରିବେଶ, ଉପମହାଦେଶରେ ଉତ୍ତେଜନା ଏବଂ ପଡ଼ୋଶୀ ଦେଶମାନଙ୍କ ସହିତ ଚାଲି ଆସିଥିବା ସୀମା ସମସ୍ୟା ଦ୍ୱାରା ଏହି ବିପଦ ବୃଦ୍ଧି ପାଇବାରେ ଲାଗିଛି। ପହଲଗାମ ଆତଙ୍କୀ ଆକ୍ରମଣ ପରେ ସତେ ଯେମିତି ଭାରତକୁ ପଡ଼ୋଶୀ ଦେଶମାନେ ଘେରି ଯାଇଛନ୍ତି- ଏହିଭଳି ଏକ ଚିତ୍ର ସାମନାକୁ ଆସୁଛି। ଭାରତ ପାଇଁ ଏହିକ୍ଷଣି ମୁଖ୍ୟ ବିପଦ ହେଉଛନ୍ତି ଚୀନ୍ ଏବଂ ପାକିସ୍ତାନ। ଏହି ଦୁଇ ଦେଶ ସହିତ ସୀମା ସମସ୍ୟା, ଆତଙ୍କବାଦ ଜନିତ ଅସ୍ଥିରତା ଲାଗି ରହିଥିବାବେଳେ ବାଂଲାଦେଶ ଏବଂ ମିଆଁମାରରୁ ଅତିରିକ୍ତ ଚ୍ୟାଲେଞ୍ଜ ଆସୁଛି। ସାଇବର ବିପଦ ଏବଂ ବୈଷୟିକ ପରିବର୍ତ୍ତନ…

Read More