Author: Purva Paksha

ବିଶ୍ୱର ଅସ୍ତ୍ର ବାଣିଜ୍ୟରେ ଏକ ପ୍ରମୁଖ ଖେଳାଳିଭାବେ ଚୀନ୍‍ ଉଭା ହୋଇଛି, ବିଶ୍ୱବ୍ୟାପୀ ଦେଶମାନଙ୍କୁ ଅସ୍ତ୍ର ଯୋଗାଉଛି। କିନ୍ତୁ ସମସ୍ତ କ୍ରେତା ସନ୍ତୁଷ୍ଟ ନୁହନ୍ତି। ଆଜି ଆମେ ଚୀନ୍‍ରୁ ଅସ୍ତ୍ର କିଣି ଅସୁବିଧାର ସମ୍ମୁଖୀନ ହୋଇଥିବା ଆଠଟି ଦେଶର କଥା କହିବୁ, ଯେଉଁମାନେ ଚୀନ୍ ଅସ୍ତ୍ର କିଣି ଏବେ ପସ୍ତାଉଛନ୍ତି। ଆଉ ଭାରତରେ ଚୀନ୍ ମାଲକୁ ନେଇ ଭାରତରେ ପ୍ରଚଳିତ କଥା. ଚଲେ ତୋ ଚାନ୍ଦ ତକ୍.. ନହିଁ ତୋ ଶାମ୍ ତକ୍‍କୁ ମନେ ପକାଉଛନ୍ତି। ଏସିଆରୁ ଆଫ୍ରିକା ପର୍ଯ୍ୟନ୍ତ, ଏହି ଦେଶଗୁଡ଼ିକ ଚୀନ୍‍ରୁ ସାମରିକ ହାର୍ଡୱେର କିଣି ପଛରେ ଅନୁତାପ କରିଛନ୍ତି। ପ୍ରଥମେ ପାକିସ୍ତାନ କଥା। ପାକିସ୍ତାନ ଯିଏ ଚୀନ୍‍କୁ ନିଜର ସବୁ ସମୟର ବନ୍ଧୁ ବୋଲି କୁହେ। ସେହି ପାକିସ୍ତାନ ମଧ୍ୟ ଚୀନ୍ ଅସ୍ତ୍ର କିଣି ପସ୍ତାଉଛି। ଆଗରୁ ପାକିସ୍ତାନର ଏହି ଅଭିଜ୍ଞତା ଥିଲା କିନ୍ତୁ ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ମୁଣ୍ଡରେ ହାତ ଦେଇ ବସିଛି। କାରଣ…

Read More