Author: Purva Paksha

OBC Politics: ୨୦୨୩ ମସିହାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିସନଙ୍କ ଦ୍ୱାରା ଆତ୍ମଘୋଷିତ ସର୍ଭେ ଅନୁଯାୟୀ ରାଜ୍ୟରେ ୩୯.୩୧% ଓବିସି/ଏସ୍‌ଇବିସି ବର୍ଗର ଲୋକ ଅଛନ୍ତି। ଏଥିରୁ ମାତ୍ର ୨.୮% ସରକାରୀ ଚାକିରି ଓ ୧.୩% ବୃତ୍ତିଗତ ଚାକିରି କରିଛନ୍ତି। ଅନ୍ୟାନ୍ୟ କ୍ଷେତ୍ରରେ ୨୫.୨% ନିୟୋଜିତ ଅଛନ୍ତି। ୧୯.୩% ନିଜ ଜମିରେ ଚାଷ କରୁଛନ୍ତି। ଏହି ସର୍ଭେ ଦର୍ଶାଇଛି ଯେ ଏବେ ବି ପଛୁଆବର୍ଗର ଲୋକମାନେ ଶିକ୍ଷା ଏବଂ ସାମାଜିକ କ୍ଷେତ୍ରରେ ପଛୁଆ ରହିଛନ୍ତି। ରାଜ୍ୟରେ ୫୪% ଓବିସି ଓ ଏସ୍‌ଇବିସି ବର୍ଗର ଲୋକ ଅଛନ୍ତି। ସେମାନଙ୍କୁ ସରକାର ଶିକ୍ଷା, ନିଯୁକ୍ତି ସବୁଥିରେ ୨୭% ସଂରକ୍ଷଣ ଦିଅନ୍ତୁ । ବର୍ଷକ ତଳେ ବିଜେଡିକୁ ଛାଡ଼ି ସବୁ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ଏଭଳି ଦାବି କରୁଥିଲେ। ଏବେ ବିଜେପିକୁ ଛାଡ଼ି ସମସ୍ତ ରାଜନୈତିକ ଦଳ ଏ ଦାବି ଦୋହରାଉଛନ୍ତି। ପଛୁଆବର୍ଗ ସବୁ କ୍ଷେତ୍ରରେ ପଛରେ ପଡ଼ିଯାଇଥିବା କହି ବିଭିନ୍ନ ରାଜନୈତିକ ଦଳ…

Read More