Author: Purva Paksha

ଏବେ ତିନିଜଣ ମିଶି କରିଛନ୍ତି ମେଣ୍ଟ। ମେଣ୍ଟର ଲକ୍ଷ୍ୟ ହେଲା ଭାରତକୁ ବରବାଦ କରିବା। ବେଇମାନ ହେଉଛି ବାଂଲାଦେଶ। ସେଇ ବାଂଲାଦେଶ, ଯାହାକୁ ୫୦ ବର୍ଷ ତଳେ ପାକିସ୍ତାନ କରିଥିଲା କଲବଲ। ବଜାତ କିଏ ଆପଣ ଜାଣିସାରିବେଣି। ଅପରେସନ୍ ସିନ୍ଦୁର ମାଡ଼ରେ ତ୍ରାହିମାମ୍ ତ୍ରାହିମାମ୍ ଡାକି ଶରଣ ପଶିଥିବା ପାକିସ୍ତାନ ବି ସାମିଲ ଅଛି ଏହି ଦୁଷ୍ଟ ମେଣ୍ଟରେ। ଆଉ ତୃତୀୟ ଜଣକ ହେଉଛି ପୁରା ମେଣ୍ଟର ମାଷ୍ଟର ମାଇଣ୍ଡ୍, ଦଗାବାଜ ଚୀନ୍। ସେହି ଚୀନ୍ ଯିଏ ଭାରତ ଚୀନ୍ ଭାଇ ଭାଇ କହି ଭାରତ ଉପରେ କରିଥିଲା ଆକ୍ରମଣ। ଅପରେସନ୍ ସିନ୍ଦୁରରେ ଚୀନ୍‍ ମାଲ୍ ଭାରତୀୟ ମିସାଇଲ ମାଡ଼ରେ ଧ୍ୱଂସ ହେବା ପରେ ଡ୍ରାଗନ ରକ୍ତ ଚାଉଳ ଚୋବାଉଛି। ଭାରତ ପାଇଁ ଏବେ ତା’ ଅସ୍ତ୍ରବଜାର ମାନ୍ଦା। ଆଫ୍ରିକୀୟ ଦେଶ ଅର୍ଡର କ୍ୟାନସଲ କରୁଛନ୍ତି। ଏମିତିରେ ଚୀନ୍ ଭାରତ ଉପରେ ପ୍ରତିଶୋଧ ନେବାକୁ ଚାହୁଁଛି। ତେଣୁ ଦୁଇ ଭିକାରୀଙ୍କ ସାଙ୍ଗରେ…

Read More