Author: Purva Paksha

ଏବେ ବିଜେଡି ଭିତରେ କଳି ଆଉ ନେତାଙ୍କ ଭିତରେ ସୀମିତ ନାହିଁ। ଜାତୀୟ ରାଜନୀତି ଭଳି ବିଜେପି ଏବେ ସଂଖ୍ୟଲଘୁଙ୍କ ଭୋଟ୍‍କୁ ହାତେଇବା ଚକ୍କରେ ମଝି ଦରିଆରେ ଫସି ଯାଇଛି ବିଜୁ ଜନତା ଦଳ। ଖ୍ରୀଷ୍ଟିଆନଙ୍କୁ ଖୁସି କରିବାକୁ ଯାଇ ମୁସଲିମ ସମ୍ପ୍ରଦାୟ ଏବେ ଅସନ୍ତୁଷ୍ଟ ହେଲେଣି। ଯାହା ମୁନା ଖାଁଙ୍କ ଇସ୍ତଫା ଚର୍ଚ୍ଚା ଏବେ ସ୍ପଷ୍ଟ କରିଛି। ଦିଲ୍ଲୀପ ତିର୍କୀଙ୍କୁ ବିଜେଡିର ସଂଖ୍ୟାଲଘୁ ସମ୍ପ୍ରଦାୟର ଆବାହାକ ହେବା ପରେ ବିଜେଡି ଭିତରେ କୁହୁଳୁଥିବା ନିଆଁରେ ଘିଅ ଢାଳିବା କାମ କରିଛି। ଆପଣ ଭାବୁଥିବେ କେମିତି ନିଆଁରେ ଘିଅ ଢାଳିଲା ଏ ପଦବୀ। ତେଣୁ ଆପଣଙ୍କୁ ଆମେ ମନେ ପକେଇଦେବା ପାଇଁ ଚାହୁଁ ଯେ ୱାକଫ୍‍ ବିଲ୍‍ ସମୟରେ କେଉଁଭଳି ନବୀନ ନିବାସରେ ପଶି ନାରାବାଜି ଦେଇଥିଲେ ବିଜେଡିର ମୁସଲିମ ସଂପ୍ରଦାୟର ନେତା ଓ କର୍ମ୍ମୀ। ଯାହାର ନେତୃତ୍ୱ ନେଇଥିଲେ ମୁନା ଖାନ। ଆଉ ଏହାର କାରଣ ବି ଆପଣମାନେ ଭଲ…

Read More