Author: Purva Paksha

ତପନ ମିଶ୍ର ଭୁବନେଶ୍ୱରସ୍ଥିତ ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ କିଛିବର୍ଷ ଧରି ରାଜ୍ୟର ଜଣେ ଜଣେ ପ୍ରତିଷ୍ଠିତ ସାମ୍ବାଦିକଙ୍କୁ ପ୍ରତିବର୍ଷ ମର୍ଯ୍ୟଦାଜନକ ‘ନାରଦ’ ସମ୍ମାନ ପ୍ରଦାନ କରାଯାଇଆସୁଛି। ଏହି ପୁରସ୍କାର ଏଯାବତ୍ ଯେଉଁମାନେ ପାଇଛନ୍ତି ସେମାନେ ନିଜ ନିଜ କ୍ଷେତ୍ରରେ ନିଃସନ୍ଦେହରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ସେମାନଙ୍କର ପେଶାଦାରିତା ଓ ଉତ୍ସର୍ଗୀକୃତ ଅବଦାନ ଅନସ୍ୱୀକାର୍ଯ୍ୟ। ଏହି ପୁରସ୍କାର ପାଇଁ କେହି ଆବେଦନ କରନ୍ତି ନାହିଁ। ବିଶ୍ୱ ସମ୍ବାଦ କେନ୍ଦ୍ରର କର୍ମକର୍ତ୍ତାମାନେ ନିଜସ୍ୱ ପ୍ରୟାସରେ ରାଜ୍ୟର ଯୋଗ୍ୟ, ବରିଷ୍ଠ ସାମ୍ବାଦିକମାନଙ୍କର କାର୍ଯ୍ୟର ସମୀକ୍ଷା କରି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରନ୍ତି। ତା ‘ପରେ ସେହି ତାଲିକାରୁ ଜଣଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ‘ନାରଦ’ ସମ୍ମାନ ପ୍ରଦାନ କରାଯାଏ। ସେଥିପାଇଁ ଭୁବନେଶ୍ୱରରେ ଏକ ସଭା ହୁଏ ଏବଂ ଶେଷ ପର୍ଯ୍ୟନ୍ତ ସମ୍ପୃକ୍ତ ସାମ୍ବାଦିକଙ୍କ ନାମକୁ ସାର୍ବଜନୀନ କରା ନ ଯାଇ ଗୁପ୍ତ ରଖାଯାଇଥାଏ। ଏହି ସାମ୍ବାଦିକକୁ କେଇ ବର୍ଷ ତଳେ…

Read More