Author: Purva Paksha

Pakistan: ଆମେରିକୀୟ ଅଧିକାରୀଙ୍କ ଦାବି, ମାଡ଼ ଖାଇବା ପରେ ଭାରତକୁ ଅସ୍ତ୍ରବିରତ ପାଇଁ ବିନତୀ କରିଥିଲା ପାକିସ୍ତାନ। ଭାରତରେ ଲୋକ ଆଇପିଏଲ ପାଇଁ ଡ୍ରିମ୍ ଟିମ୍ ତିଆରି କରୁଥିଲେ। ୪୯ ଟଙ୍କାର କୋଟିପତି ଓ ଥାର କାର ଜିତିବା ପାଇଁ କ୍ରିକେଟ୍ ଏକ୍ସପର୍ଟ ହେଉଥିଲେ ଭାରତୀୟ। ଠିକ୍ ସେହି ହାଲତ ଏବେ ପାକିସ୍ତାନର। ତେବେ ଏଠି କ୍ରିକେଟ୍ ଯୁଦ୍ଧ ନୁହେଁ ,ସେଠି ଅସଲ ଯୁଦ୍ଧକୁ ନେଇ ସୋସିଆଲ ମିଡିଆରେ ପାକିସ୍ତାନୀ ତିଆରି କରୁଛନ୍ତି ମିମ୍। ପାକିସ୍ତାନର ସୋସିଆଲ ମିଡ଼ିଆ ଆର୍ମୀ ମିମ୍ସ ତିଆରି କରି ଯୁଦ୍ଧ ଜିତୁଥିବା ଦାବି କରୁଛି, କିନ୍ତୁ ବାସ୍ତବ କ୍ଷେତ୍ରରେ ଏଭଳି ଦାବିରେ କୌଣସି ଦମ୍‍ ନାହିଁ। ଏହାକୁ କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ସ୍ୱୀକାର କରିଛି। କେବଳ ଏତିକି ନୁହେଁ, ଆମେରିକାର ପୂର୍ବତନ ପ୍ରତିରକ୍ଷା ଅଧିକାରୀ ମାଇକେଲ ରୁବିନ ଏପରି ଏକ ବୟାନ ଦେଇଛନ୍ତି, ଯାହା ଶୁଣି ପାକିସ୍ତାନର ସେନା ମୁଖ୍ୟ ଆସିମ…

Read More